କାମ କରୁଛି ତ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ?

ଭୁବନେଶ୍ୱର: ରାଜଧାନୀ ଛାତି ଉପରେ ଆଜି ଦୁଇଟି ଅମୂଲ୍ୟ ଜୀବନ ଅକାଳରେ ଝଡ଼ି ପଡ଼ିଲା। ସତ୍‌ସଙ୍ଗ ନିକଟ ଫ୍ଲାଏଓଭର୍‌ରେ ଏକ ଅଜଣା ଗାଡ଼ି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଲା। କିନ୍ତୁ ଏହି ଅଘଟଣକୁ ବେଶ୍‌ କିଛି ସମୟ ବିତିଯିବା ପରେ ମଧ୍ୟ ଦୁର୍ଘଟଣା ଘଟାଇଥିବା ଗାଡ଼ି ସଂପର୍କରେ ପୁଲିସ୍‌ ପାଖରେ କୌଣସି ତଥ୍ୟ ନାହିଁ। ଏପରିକି କି’ ପ୍ରକାର ଗାଡ଼ି ଧକ୍କା ଦେଲା, ତା’ ବି … Continue reading କାମ କରୁଛି ତ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ?